Door43-Catalog_or_tn/ACT/21/20.md

1.2 KiB

ଯେତେବେଳେ ସେମାନେ ତାହା ଶୁଣିଲେ, ସେମାନେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ, ପୁଣି ସେମାନେ ତାଙ୍କୁ କହିଲେ,

“ଯେତେବେଳେ ପ୍ରାଚୀନମାନେ ତାହା ଶୁଣିଲେ, ପ୍ରାଚୀନମାନେ ଈଶ୍ୱରଙ୍କ ମହିମା କୀର୍ତ୍ତନ କରିବାକୁ ଲାଗିଲେ, ପୁଣି ପ୍ରାଚୀନମାନେ ତାଙ୍କୁ କହିଲେ,”

ସେମାନେ ସମସ୍ତେ ସ୍ଥିର କରିଅଛନ୍ତି

“ଯିହୁଦୀ ବିଶ୍ୱାସୀମାନେ ସମସ୍ତେ ସ୍ଥିର କରିଅଛନ୍ତି”

ସେମାନଙ୍କୁ କୁହାଯାଇଅଛି

“ଲୋକମାନେ ଯିହୁଦୀ ବିଶ୍ୱାସୀମାନଙ୍କୁ କହିଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ତୁମ୍ଭେ ସେମାନଙ୍କୁ କହିଥାଅ

“ତୁମ୍ଭେ ଯିହୁଦୀମାନଙ୍କୁ କହିଥାଅ”