Door43-Catalog_or_tn/ACT/21/17.md

1.3 KiB

ଭାଇମାନେ ଆମ୍ଭମାନଙ୍କୁ ଆନନ୍ଦରେ ଗ୍ରହଣ କଲେ

ଏମାନେ ମହା ତାଡ଼ନା ଆରମ୍ଭ ହେବା ପରେ ଯିରୁଶାଲମରେ ରହି ଯାଇଥିବା ଯିହୁଦୀ ବିଶ୍ୱାସୀମାନେ ଥିଲେ|

ସେ ସେମାନଙ୍କୁ ନମସ୍କାର କଲା ଉତ୍ତାରେ ସେ ସମସ୍ତ ବିଷୟ ବର୍ଣ୍ଣନା କଲେ

“ପାଉଲ ପ୍ରାଚୀନମାନଙ୍କୁ ନମସ୍କାର କଲା ଉତ୍ତାରେ, ସେ ସମସ୍ତ ବିଷୟ ବର୍ଣ୍ଣନା କଲେ” କିମ୍ବା “ପ୍ରାଚୀନମାନଙ୍କୁ ନମସ୍କାର କଲା ଉତ୍ତାରେ, ପାଉଲ ସମସ୍ତ ବିଷୟ ବର୍ଣ୍ଣନା କଲେ”

ତାହାଙ୍କ ସେବାକାର୍ଯ୍ୟ

“ପାଉଲଙ୍କ ସେବାକାର୍ଯ୍ୟ”

ସେ ଗୋଟି ଗୋଟି କରି ସେହିସବୁ ବର୍ଣ୍ଣନା କଲେ ଯାହା ଈଶ୍ୱର କରିଥିଲେ

ପାଉଲ ସମସ୍ତ ବିଷୟ ସବିଶେଷ ବିବରଣୀ ଦେଲେ ଯାହା ଈଶ୍ୱର”