Door43-Catalog_or_tn/ACT/21/05.md

871 B

ଯେତେବେଳେ ଆମ୍ଭେମାନେ ସେହି ଦିନଗୁଡ଼ିକ ରହିଲା ଉତ୍ତାରେ

“ଯେତେବେଳେ ପ୍ରସ୍ଥାନ କରିବା ସମୟ ଆସିଲା”

ସେମାନେ ସମସ୍ତେ

ଏହି ଶବ୍ଦ “ସେମାନେ” ସୋରର ବିଶ୍ୱାସୀମାନଙ୍କୁ ଦର୍ଶାଏ| ଲୁକ ଉଲେଖ କରନ୍ତି “ସେମାନେ” ସମସ୍ତ ବିଶ୍ୱାସୀମାନଙ୍କ ମଧ୍ୟରେ ସ୍ତ୍ରୀମାନେ ଓ ଶିଶୁମାନେ ମଧ୍ୟ ଅନ୍ତର୍ଭୁକ୍ତ ଅଟନ୍ତି|

ଆମ୍ଭେମାନେ ପରସ୍ପର ବିଦାୟ ଘେନିଲୁ

ଏହା ବନ୍ଧୁମାନଙ୍କ ଠାରୁ ବିଦାୟ ଘେନିବା ଥିଲା|