Door43-Catalog_or_tn/ACT/21/01.md

1.7 KiB

ଆମ୍ଭେମାନେ ପ୍ରସ୍ଥାନ କଲୁ

ଏହି ଶବ୍ଦ “ଆମ୍ଭେମାନେ” ଲୁକ, ପାଉଲ ଓ ଯେଉଁମାନେ ସେମାନଙ୍କ ସହ ଯାତ୍ରା କରୁଥିଲେ ସେମାନଙ୍କୁ ଦର୍ଶାଏ| (ଦେଖନ୍ତୁ: ବହିର୍ଭୁକ୍ତ)

ଆମ୍ଭେମାନେ ସିଧା ବାଟରେ କୋସ୍‌ ନଗରକୁ ଆସିଲୁ

“ଆମ୍ଭେମାନେ ସିଧା ବାଟରେ କୋସ୍‌ ନଗରକୁ ଗଲୁ” କିମ୍ବା “ଆମ୍ଭେମାନେ ସିଧାସଳଖ କୋସ୍‌ ନଗରକୁ ଗଲୁ”

କୋସ୍‌ ନଗର

କୋସ୍‌ ହେଉଛି ଏକ ଗ୍ରୀକ୍ ଦ୍ୱୀପ ଯାହା ଆଗିଆନ ସମୁଦ୍ରର ଦକ୍ଷିଣ ଅଞ୍ଚଳରେ ବର୍ତ୍ତମାନ ତୁର୍କୀର ଉପକୁଳରେ ଅବସ୍ଥିତ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ରୋଦା ନଗର

ରୋଦା ହେଉଛି ଏକ ଗ୍ରୀକ୍ ଦ୍ୱୀପ ଯାହା ଆଗିଆନ ସମୁଦ୍ରର ଦକ୍ଷିଣ ଅଞ୍ଚଳରେ ବର୍ତ୍ତମାନ ତୁର୍କୀର ଉପକୁଳରେ କୋସ୍‌ର ଦକ୍ଷିଣରେ ଓ କ୍ରୀତୀର ଉତ୍ତରପୂର୍ବ ଅବସ୍ଥିତ|

ପାତାରା ନଗର

ପାତାରା ହେଉଛି ଏକ ନଗର ଯାହା ଭୂମଧ୍ୟ ସାଗରରେ ଆଗିଆନ ସମୁଦ୍ରର ଦକ୍ଷିଣ ଅଞ୍ଚଳରେ ବର୍ତ୍ତମାନ ତୁର୍କୀର ଦକ୍ଷିଣ ପଶ୍ଚିମ ଉପକୁଳରେ ଅବସ୍ଥିତ|