Door43-Catalog_or_tn/ACT/20/36.md

1.1 KiB

ପାଉଲଙ୍କ ଗଳା ଧରି

“ତାହାଙ୍କୁ ଦୃଢ ଭାବେ ଆଲିଙ୍ଗନ କଲେ” କିମ୍ବା “ତାହାଙ୍କ ଚାରିଆଡ଼େ ଆପଣା ହାତ ରଖିଲେ”

ତାହାଙ୍କୁ ଚୁମ୍ବନ କରିବାକୁ ଲାଗିଲେ

ମଧ୍ୟ ପୂର୍ବ ଦେଶରେ ଗାଲରେ ଚୁମ୍ବନ କରିବା ହେଉଛି ଭ୍ରାତୃ ପ୍ରେମ ବା ବନ୍ଧୁପ୍ରେମର ସୂଚକ|

ସେମାନେ ତାହାଙ୍କ ମୁଖ ଆଉ ଦେଖିବେ ନାହିଁ

“ଏହି ପୃଥିବୀରେ ସେମାନେ ଆଉ (ତାହାଙ୍କୁ) ପାଉଲଙ୍କୁ ଦେଖିବେ ନାହିଁ|” “ତାହାଙ୍କ ମୁଖ” ଏଠାରେ ପାଉଲଙ୍କୁ ବ୍ୟକ୍ତିଗତ ଭାବରେ ଏହା ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଛି| (ୟୁଡିବୀ) (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)