Door43-Catalog_or_tn/ACT/20/33.md

2.3 KiB

ପାଉଲ କହିଆସୁଅଛନ୍ତି|

ମୁଁ କୌଣସି ଲୋକର ରୂପା ଲୋଭ କରି ନାହିଁ

“ମୁଁ କୌଣସି ଲୋକର ରୂପାକୁ ଦୃଢ଼ ଅଭିଳାଷ କରି ନାହିଁ” କିମ୍ବା “ମୁଁ କୌଣସି ଲୋକର ରୂପା ମୋ' ନିମନ୍ତେ ଚାହିଁ ନ ଥିଲି”

ଲୋକର ରୂପା, ସୁନା, କିମ୍ବା ବସ୍ତ୍ର

ବସ୍ତ୍ର ସମ୍ପତ୍ତି ବିବେଚନା କରାଯାଉଥିଲା; ଯେତିକି ଅଧିକ ତୁମ୍ଭର ଅଛି, ତୁମ୍ଭେ ସେତିକି ଅଧିକ ଧନୀ|

ତୁମ୍ଭେମାନେ, ଆପଣମାନେ

ଏହି ଶବ୍ଦ “ଆପଣମାନେ” ଗୁରୁତ୍ୱ ଯୋଗ କରିବା ନିମନ୍ତେ ଏଠାରେ ବ୍ୟବହାର କରାଯାଇଛି| (ଦେଖନ୍ତୁ: ସ୍ୱୟଂବାଚକ ସର୍ବନାମ)

ଏହି ଦୁଇଟି ହାତ ମୋହର ଅଭାବ ପୂରଣ କରିବା ନିମନ୍ତେ ସେବା କରି ଆସୁଅଛି

“ମୁଁ ମୋହର ନିଜ ବ୍ୟୟ ନିମନ୍ତେ ମୋହର ଆପଣା ହାତରେ କାର୍ଯ୍ୟ କରି ଅର୍ଥ ଉପାର୍ଜନ କଲି|” (ଦେଖନ୍ତୁ: ଲାକ୍ଷଣିକ ଶବ୍ଦ)

ପରିଶ୍ରମ କରିବା ଦ୍ୱାରା ଦୁର୍ବଳମାନଙ୍କୁ ସାହାଯ୍ୟ କରିବା

“କାର୍ଯ୍ୟ କରିବା ଯେପରି ଲୋକମାନଙ୍କୁ ଯେଉଁମାନେ ଆପଣାମାନଙ୍କ ନିମନ୍ତେ ଅର୍ଥ ଉପାର୍ଜନ କରି ପାରନ୍ତି ନାହିଁ, ସେମାନଙ୍କୁ ସାହାଯ୍ୟ କରିବା ନିମନ୍ତେ କିଛି ଅର୍ଥ ରହିବ| ”

ଗ୍ରହଣ କରିବା ଅପେକ୍ଷା ଦାନ କରିବା ଅଧିକ ଧନ୍ୟ ଅଟେ

ଏକ ବ୍ୟକ୍ତି ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହୁଏ ଏବଂ ଯେତେବେଳେ ସେ ଦିଏ ସେ ଆପଣା ଆନନ୍ଦ ଅନୁଭବ କରେ|