Door43-Catalog_or_tn/ACT/20/31.md

1.6 KiB
Raw Permalink Blame History

ପାଉଲ କହିଆସୁଅଛନ୍ତି|

ଜାଗି ରୁହ

“ଜାଗ ଓ ସତର୍କ ହୁଅ” କିମ୍ବା “ସତର୍କ ଦୃଷ୍ଟି” (ୟୁଡିବୀ) କିମ୍ବା “ସତର୍କ ରୁହ,”

ସ୍ମରଣ କର

“ସ୍ମରଣ କରିଆସୁଥାଅ” କିମ୍ବା “ଭୁଲ ନାହିଁ”

ଜାଗ୍ରତ ରହି ସ୍ମରଣ କର

ଏଗୁଡ଼ିକ ଏହିପରି ଅନୁବାଦ କରାଯାଇପାରେ ୧) “ଜାଗ୍ରତ ରୁହ ଓ ସ୍ମରଣ କର” କିମ୍ବା ) “ଜାଗି ରୁହ ଯେପରି ତୁମ୍ଭେ ସ୍ମରଣ କର” କିମ୍ବା ୩) “ସ୍ମରଣ କରିବା ଦ୍ୱାରା ଜାଗ୍ରତ ରୁହ”

ତିନି ବର୍ଷ ପର୍ଯ୍ୟନ୍ତ ଚେତନା ଦେବାକୁ କ୍ଷାନ୍ତ ହୋଇ ନାହିଁ

ପାଉଲ ତିନି ବର୍ଷ ପର୍ଯ୍ୟନ୍ତ ନୁହେଁ କିନ୍ତୁ ତିନି ବର୍ଷ ମଧ୍ୟରୁ ଉପରେ ସେମାନଙ୍କୁ ଶିକ୍ଷା ଦେଇ ଆସୁଅଛନ୍ତି| (ଦେଖନ୍ତୁ: ଅତ୍ୟୁକ୍ତି)

ଚେତନା ଦେବାକୁ କ୍ଷାନ୍ତ ହୋଇ ନାହିଁ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ମୁଁ ସତର୍କ କରାଇବା ବନ୍ଦ କରିନାହିଁ” କିମ୍ବା ) “ମୁଁ ସୁଧାରିବା ସହିତ ଉତ୍ସାହ ଦେବା ବନ୍ଦ କରି ନାହିଁI”