Door43-Catalog_or_tn/ACT/20/28.md

1.5 KiB

ପାଉଲ କହିଆସୁଅଛନ୍ତି|

ଆଉ ସମସ୍ତ ପଲ ବିଷୟରେ ... ଆଉ ପଲକୁ ଛାଡିବେ ନାହିଁ|

ଏହା ଏକ ବିସ୍ତାରିତ ଉଦାହରଣ ଅଟେ| ମଣ୍ଡଳୀର ଅଧ୍ୟକ୍ଷମାନେ ସେମାନଙ୍କ ଅଧିନରେ ଥିବା ଲୋକମାନଙ୍କୁ ଯତ୍ନ ନେବା ଓ ଶତ୍ରୁମାନଙ୍କ ଠାରୁ ସୁରକ୍ଷା ଦେବା ଆବଶ୍ୟକ ଯେପରି ମେଷପାଳକ ଆପଣା ମେଷ ପଲର ଯତ୍ନ ନିଏ ଓ ଗଧିଆମାନଙ୍କ ଠାରୁ ସେମାନଙ୍କୁ ରକ୍ଷା କରେ| (ଦେଖନ୍ତୁ: ଉଦାହରଣ)

ଯେଉଁ ମଣ୍ଡଳୀକି ପ୍ରଭୁ ଆପଣା ନିଜ ରକ୍ତରେ କ୍ରୟ କରିଅଛନ୍ତି

“ଲୋକମାନଙ୍କୁ ଖ୍ରୀଷ୍ଟ ଆପଣା ରକ୍ତ କୃଶ ଉପରେ ବୁହାଇବା ଦ୍ୱାରା କ୍ରୟ କରିଅଛନ୍ତି” (ଦେଖନ୍ତୁ: ଉଦାହରଣ)

ଶିଷ୍ୟମାନଙ୍କୁ ସେମାନଙ୍କ ପଛରେ ଟାଣିନେବା ନିମନ୍ତେ

“ଯେଉଁମାନେ ଖ୍ରୀଷ୍ଟଙ୍କ ଅନୁସରଣକାରୀ ସେହି ଲୋକମାନଙ୍କୁ ମନାଇ ଆପଣା ନିଜ ମିଥ୍ୟା ଶିକ୍ଷା ଆଡ଼କୁ ଟାଣନ୍ତି|”