Door43-Catalog_or_tn/ACT/20/25.md

1.2 KiB

ପାଉଲ କହିଆସୁଅଛନ୍ତି|

ମୁଁ ଜାଣେ ଯେ ତୁମ୍ଭେମାନେ ସମସ୍ତେ

“ମୁଁ ଜାଣେ ଯେ ତୁମ୍ଭେମାନଙ୍କ ମଧ୍ୟରେ ସମସ୍ତେ”

ଯେଉଁମାନଙ୍କ ମଧ୍ୟରେ ମୁଁ ଈଶ୍ୱରଙ୍କ ରାଜ୍ୟ ଘୋଷଣ କଲି

“ ଯେଉଁମାନଙ୍କୁ ମୁଁ ଈଶ୍ୱରଙ୍କ ରାଜ୍ୟ ବିଷୟକ ସମାଚାର ଘୋଷଣ କଲି”

ମୋହର ମୁଖ ଆଉ ଦେଖିବ ନାହିଁ

“ବର୍ତ୍ତମାନ ଠାରୁ ମୋତେ ଆଉ ଦେଖିବ ନାହିଁ” (ଦେଖନ୍ତୁ: ଉପଲକ୍ଷ ଅଳଙ୍କାର)

ମୁଁ ଯେ ସମସ୍ତଙ୍କ ରକ୍ତର ଦାୟିତ୍ୱରୁ ମୁକ୍ତ

“ଈଶ୍ୱରଙ୍କ ଦ୍ୱାରା ଦୋଷ ବିଚାର ହେବା ସମୟରେ ମୁଁ କାହାର ନିମନ୍ତେ ଦୋଷୀ ସାବ୍ୟସ୍ତ ହୋଇ ପାରିବି ନାହିଁ” (ଦେଖନ୍ତୁ: ଉଦାହରଣ ଏବଂ ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)