Door43-Catalog_or_tn/ACT/20/22.md

1.3 KiB

ପାଉଲ କହିଆସୁଅଛନ୍ତି|

ଆତ୍ମାରେ ବାଧ୍ୟ ହୋଇ ଯିରୁଶାଲମକୁ

“ପବିତ୍ରଆତ୍ମାଙ୍କ ଦ୍ୱାରା ବାଧ୍ୟ ହୋଇ ଯିରୁଶାଲମକୁ ଯାତ୍ରା କଲେ”

ପବିତ୍ରଆତ୍ମା ମୋତେ ସାକ୍ଷ୍ୟ ଦେଉଅଛନ୍ତି

“ପବିତ୍ରଆତ୍ମା ମୋତେ ଏହି ସତର୍କଗୁଡ଼ିକ ଜଣାଉଅଛନ୍ତି”

ମୋ' ପାଇଁ ବନ୍ଧନ ଓ କ୍ଲେଶ ରହିଅଛି

“ମୁଁ ଶୃଙ୍ଖଳରେ ବନ୍ଦୀ ଓ ଶାରୀରିକ ଦଣ୍ଡର କ୍ଲେଶ ପାଇବାକୁ ଯାଉଛି” (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ମୋହର ଦୌଡ ସମ୍ପୂର୍ଣ୍ଣ କରି

“ଯେଉଁ କାର୍ଯ୍ୟ କରିବାକୁ ଈଶ୍ୱର ମୋ' ନିମନ୍ତେ ନିରୂପିତ କରିଥିଲେ ତାହା ସମ୍ପୂର୍ଣ୍ଣ କରି” (ଦେଖନ୍ତୁ: ଉଦାହରଣ)

ସାକ୍ଷ୍ୟ ବହନ କରି

“ସାକ୍ଷ୍ୟ ଦେଇ ” କିମ୍ବା “ସାକ୍ଷୀ ହୋଇ”