Door43-Catalog_or_tn/ACT/20/17.md

1.1 KiB
Raw Permalink Blame History

ମୀଲୀତରୁ

ଦେଖନ୍ତୁ ପ୍ରେରିତ :୧୫ରେ ମୀଲୀତ କିପରି ଅନୁବାଦ ହୋଇଥିଲା|

ଆସିଆରେ ପଦାର୍ପଣ କରିବାର

“ଆସିଆ ପ୍ରଦେଶରେ ପ୍ରବେଶ କଲେ”

ନମ୍ର ମନରେ

“ନମ୍ର ଭାବରେ” କିମ୍ବା “ନମ୍ରତାରେ”

ଅଶ୍ରୁପାତ ସହିତ

ମୁଁ ବେଳେବେଳେ ଅଶ୍ରୁପାତ କରି ସେହିସବୁ ମଧ୍ୟରେ ପ୍ରଭୁଙ୍କର ସେବା କରୁଥିଲି|

ସଙ୍କୁଚିତ ନ ହୋଇ

“ପଛରେ ନ ରହି” କିମ୍ବା “ସ୍ଥଗିତ ନ ରଖି”

ଘରେ ଘରେ ଯାଇ

ତାହା ହେଲା, ସେ ବିଭିନ୍ନ ବ୍ୟକ୍ତିଗତ ଘରେ ଯାଇ ଲୋକମାନଙ୍କୁ ଶିକ୍ଷା ଦେଉଥିଲେ|

ଈଶ୍ୱରଙ୍କ ପ୍ରତି ମନପରିବର୍ତ୍ତନ

“ଈଶ୍ୱରଙ୍କ ପ୍ରତି ଆପଣା ପାପ ଠାରୁ ଫେରିବା”