Door43-Catalog_or_tn/ACT/20/13.md

1.7 KiB

ଆମ୍ଭେମାନେ ଆପେ ଯାତ୍ରା କଲୁ

“ଆପେ” ଗୁରୁତ୍ୱ ସଂଯୁକ୍ତ କରେ ଏବଂ ଲୁକ ଓ ତାହାଙ୍କ ସହଯାତ୍ରୀ ପାଉଲଙ୍କ ଠାରୁ ଅଲଗା କରିଥିଲେ ଯିଏ ନୌକା ଦ୍ୱାରା ଯାତ୍ରା କରି ନ ଥିଲେ (ଦେଖନ୍ତୁ: ସ୍ୱୟଂବାଚକ ସର୍ବନାମ ଓ ବହିର୍ଭୁକ୍ତ)

ସେ ନିଜେ ଇଛା କଲେ

“ପାଉଲ ଇଛା କଲେ” (ଦେଖନ୍ତୁ: ସ୍ୱୟଂବାଚକ ସର୍ବନାମ)

ଆସସ୍‌କୁ ଜଳଯାତ୍ରା କଲେ

ଆସସ୍‌ ଏକ ସହର ଯାହା ସିଧାସଳଖ ତଳେ ଆଏଜୀୟ ସାଗରର ଉପକୂଳବର୍ତ୍ତୀ ତୁର୍କୀ, ବର୍ତ୍ତମାନ ଦିନର ବେହରାମରେ ଅବସ୍ଥିତ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଆମ୍ଭେମାନେ ତାହାଙ୍କୁ ଘେନିଲୁ

ଏହି ଶବ୍ଦ “ଆମ୍ଭେମାନେ” ଲୁକ ଓ ତାହାଙ୍କ ସହଯାତ୍ରୀମାନେ କିନ୍ତୁ ପାଉଲ ନୁହଁନ୍ତି| (ଦେଖନ୍ତୁ: ବହିର୍ଭୁକ୍ତ)

ମିତୁଲୀନୀକୁ ଗଲୁ

ମିତୁଲିନୀ ଏକ ସହର ଅଟେ ଯାହା ଆଏଜୀୟ ସାଗରର ଉପକୁଳବର୍ତ୍ତୀ ତୁର୍କୀ, ବର୍ତ୍ତମାନ ଦିନର ମିତିଲିନୀରେ ଅବସ୍ଥିତ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)