Door43-Catalog_or_tn/ACT/20/11.md

742 B
Raw Permalink Blame History

ସେ ଉପରକୁ ଯାଇ

“ପାଉଲ ଉପରକୁ ଯାଇ”

ରୋଟୀ ଭାଙ୍ଗୀ

“ଖାଦ୍ୟ ବାଣ୍ଟିଲେ” ଏହା ଅନ୍ତର୍ଭୁକ୍ତ କରେ ଯେ ସମସ୍ତ ଲୋକଙ୍କ ମଧ୍ୟରେ ରୋଟୀ ଭାଗ କଲେ|

ସେ ପ୍ରସ୍ଥାନ କଲେ

“ସେ ଚାଲିଗଲେ”

ବାଳକ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) ୧୪ ବର୍ଷରୁ ଉର୍ଦ୍ଦ୍ୱ ଯୁବା ଲୋକ (ୟୁଡିବୀ), ) ସେବକ ବା ଦାସ, ୩) କିମ୍ବା ଏକ ୯ ରୁ ୧୪ ବର୍ଷ ବୟସ ମଧ୍ୟରେ ଥିବା ବାଳକ|