Door43-Catalog_or_tn/ACT/20/09.md

1.0 KiB

ଯିଏ ନିଦ୍ରାମଗ୍ନ ହୋଇ ତଳକୁ ପଡିଗଲା

ସେ ଆଉ ଲମ୍ବା ସମୟ ପର୍ଯ୍ୟନ୍ତ ଉଠି ପାରିଲା ନାହିଁ କିନ୍ତୁ ଘୋର ନିଦ୍ରାରେ ଶୋଇ ପଡ଼ିଲା|

ତୃତୀୟ ମହଲା

“ତଳ ମହଲା/ପ୍ରଥମ ମହଲା ଉପରେ ଦୁଇ ମହଲା”

ଉଠାଇଲା ବେଳକୁ ମୃତ ବୋଲି ଜଣାପଡ଼ିଲା

ଯେତେବେଳେ ସେମାନେ ତାହାର ପରିସ୍ଥିତି ପରୀକ୍ଷା କରିବାକୁ ତଳକୁ ଗଲେ, ସେମାନେ ତାହାକୁ ମୃତ ଦେଖିଲେ|

ତାକୁ ଆଲିଙ୍ଗନ କଲେ

“ଆପଣା ବାହୁ ମଧ୍ୟରେ ତାହାକୁ ଧରିଲେ” (ୟୁଡିବୀ)

ପରେ ସେ କହିଲେ

“ପରେ ପାଉଲ କହିଲେ”

ସେ ଜୀବିତ ଅଛି

“ଇଉତୁଖ ଜୀବିତ ଅଛି”