Door43-Catalog_or_tn/ACT/20/07.md

564 B

ସପ୍ତାହର ପ୍ରଥମ ଦିନରେ

“ରବିବାର ଦିନରେ”

ରୋଟୀ ଭାଙ୍ଗିବାକୁ

ପ୍ରଭୁଭୋଜ ସମୟରେ ରୋଟୀ ଭଙ୍ଗାଯାଇ ଭୋଜନ କରାଯାଏ| (ୟୁଡିବୀ)

ସେ ଉପଦେଶ ଦେଲେ

“ସେ କହିବାକୁ ଲାଗିଲେ”

ଉପର କୋଠରୀରେ

ଏକ ବହୁମହଲା ବିଶିଷ୍ଟ କୋଠା ଘରେ ଏହା ସାଧାରଣତଃ ତୃତୀୟ ମହଲା ଅଟେ|