Door43-Catalog_or_tn/ACT/20/01.md

1.6 KiB

ସେହି ଗଣ୍ଡଗୋଳ ନିବୃତ୍ତ ହେବା ପରେ

“ସେହି ବିଦ୍ରୋହ ନିବୃତ୍ତ ହେବା ପରେ” କିମ୍ବା “ଦଙ୍ଗା ହେବା ପରେ”

ସେ ବିଦାୟ ଘେନି

“ସେ ଶୁଭ ବିଦାୟ କହିଲେ|” ଏହା ସେହି ଯାହା ଏକ ବ୍ୟକ୍ତି ଅନ୍ୟମାନଙ୍କ ଉପସ୍ଥିତି ପରିତ୍ୟାଗ କରିବା ସମୟରେ କହନ୍ତି|

ବିଶ୍ୱାସୀମାନଙ୍କୁ ବହୁତ ଉତ୍ସାହ ଦେଲେ

“ବିଶ୍ୱାସୀମାନଙ୍କୁ ଉତ୍ସାହ ଦେବା ନିମନ୍ତେ ଅନେକ ବିଷୟ କହିଲେ”

ସେ ସେହି ସ୍ଥାନରେ ତିନି ମାସ ବିତାଇଲେ

“ସେ ସେଠାରେ ତିନି ମାସ ରହିଲେ”

ଯିହୁଦୀମାନଙ୍କ ଦ୍ୱାରା ତାହାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର ହେଲା

“ଯିହୁଦୀମାନେ ତାହାଙ୍କ ବିରୁଦ୍ଧରେ ଏକ ଷଡଯନ୍ତ୍ର କଲେ” (ଦେଖନ୍ତୁ:ପ୍ରତ୍ୟକ୍ଷ ବା ପରୋକ୍ଷ)

ଏକ ଷଡଯନ୍ତ୍ର ହେଲା

“ଏକ ଗୁପ୍ତ ଯୋଜନା ହେଲା”

ସେ ସୁରିଆକୁ ଯିବାକୁ ଉଦ୍ୟତ ହେବା ସମୟରେ

“ସେ ସୁରିଆକୁ ଜଳଯାତ୍ରା କରିବାକୁ ପ୍ରସ୍ତୁତ ହେବା ସମୟରେ”