Door43-Catalog_or_tn/ACT/19/38.md

590 B

ନଗରବେବର୍ତ୍ତା ଲୋକସମୂହକୁ କହିଆସୁଅଛନ୍ତି

ଦୀମୀତ୍ରିୟ

ଏଫିସୀର ଏକ ରୌପ୍ୟକାର ଯିଏ ପାଉଲ ଓ ସ୍ଥାନୀୟ ମଣ୍ଡଳୀ ବିରୁଦ୍ଧରେ ଥିଲା| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ରୋମୀୟ ପ୍ରଦେଶାଧିପତି

ଏହା ରାଜ୍ୟପାଳ କିମ୍ବା ଶାସନକର୍ତ୍ତାଙ୍କ ନିମନ୍ତେ ଏକ ରୋମୀ ଶବ୍ଦ ଅଟେ|