Door43-Catalog_or_tn/ACT/19/35.md

1.7 KiB

ହେ ଏଫିସୀୟ ଲୋକମାନେ ତୁମ୍ଭେ

(ଦେଖନ୍ତୁ: ତୁମ୍ଭେ ର ପ୍ରକାର)

ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ଆକାଶରୁ ପତିତ ପ୍ରତିମାର ମନ୍ଦିରପରିଚାରକ, ଏହା କିଏ ନ ଜାଣେ?

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହା ଲୋକସମୂହକୁ ଶାନ୍ତ କରିବା ନିମନ୍ତେ ବ୍ୟବହାର କଲେ| ଏହା ଏହିପରି ଅନୁବାଦ କରାଯାଇପାରେ, “ଏଫିସ ନଗରୀ ଯେ ମହାଦେବୀ ଆର୍ତ୍ତେମୀ ଓ ସ୍ୱର୍ଗରୁ ପତିତ ପ୍ରତିମାର ମନ୍ଦିରପରିଚାରକ, ଏହା ପ୍ରତ୍ୟେକ ଲୋକ ଜାଣନ୍ତି|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ମନ୍ଦିରପରିଚାରକ

ଏଫିସୀୟ ଲୋକମାନେ ମହାଦେବୀ ଆର୍ତ୍ତେମୀର ମନ୍ଦିରକୁ ରକ୍ଷଣାବେକ୍ଷଣ ଓ ଜଗୁଆଳି କରୁଥିଲେ|

ସ୍ୱର୍ଗରୁ ପତିତ ପ୍ରତିମା?

ଆର୍ତ୍ତେମୀର ମନ୍ଦିର ଭିତରେ ଏକ ଦେବୀର ପ୍ରତିମା ଥିଲା ଯାହା ମହାକାଶରୁ ପତିତ ଏକ ଉତ୍ତପ୍ତ ଧାତୁ ଏକ ପଥରରୁ ନିର୍ମିତ ସିଧାସଳଖ ଜୁଉସ (ଗ୍ରୀସ୍‌ର ସର୍ବୋଚ୍ଚ ଦେବତା) ରୁ ଆସିଥିଲା|