Door43-Catalog_or_tn/ACT/19/33.md

930 B
Raw Permalink Blame History

ଯିହୁଦୀ ଲୋକମାନେ ଆଲେକ୍‌ଜାଣ୍ଡରକୁ ବାହାରକୁ ଆଣିଲେ

ପାଉଲ କଂସାରୀ ଆଲେକ୍‌ଜାଣ୍ଡର ତିମଥିଙ୍କୁ ସତର୍କ କରିଲେ ( ତିମଥି ୪:୧୪)| ଏହା ସ୍ପଷ୍ଟ ନାହିଁ ଯେ ସେମାନେ ଏକ ବ୍ୟକ୍ତି ଅଟନ୍ତି କି ନୁହଁନ୍ତି|

ଆପଣା ହସ୍ତରେ ସଙ୍କେତ କଲା

“ଶ୍ରୋତାଗଣଙ୍କୁ ଆପଣା ହସ୍ତରେ ସଙ୍କେତ କଲା”

ପକ୍ଷସମର୍ଥନ କରିବାକୁ ଇଛା କଲା

ସେ ଇଛା କଲା “ପ୍ରତିରକ୍ଷା କରିବାକୁ ନିବେଦନ କଲା,” କିନ୍ତୁ ଏହା ସ୍ପଷ୍ଟ ନୁହେଁ ଯେ ସେ କହିବାକୁ ଯାଉଥିଲା|