Door43-Catalog_or_tn/ACT/19/28.md

1.5 KiB

ଯେତେବେଳେ ସେମାନେ ଏହା ଶୁଣିଲେ

“ଯେତେବେ ଶିଳ୍ପକାରୀମାନେ ଏହା ଶୁଣିଲେ”

କ୍ରୋଧରେ ପରିପୂର୍ଣ୍ଣ ହେଲେ

“ଅତି କ୍ରୁଦ୍ଧ ହେଲେ”

ଆଉ ଚିତ୍କାର କରି କହିଲେ

“ଉଚ୍ଚ ଧ୍ୱନୀରେ ଚିତ୍କାର କରି କହିଲେ”

ସେମାନେ ପାଉଲଙ୍କ ସହଯାତ୍ରୀମାନଙ୍କୁ ହଠାତ୍ ଧରିଲେ

“ଲୋକମାନେ ପାଉଲଙ୍କ ସହଯାତ୍ରୀମାନଙ୍କୁ ହଠାତ୍ ଧରିଲେ”

ଲୋକମାନେ ଏକଯୋଗରେ ବଡ଼ ବେଗରେ ଦୌଡିଲେ

ଏହା ଏକ ବିଶୃଙ୍ଖଳ ଜନତା ବା ପ୍ରାୟ ବିଶୃଙ୍ଖଳା ପରିସ୍ଥିତି|

ରଙ୍ଗଭୂମି ମଧ୍ୟକୁ

ଏଫିସୀ ରଙ୍ଗଭୂମି ସାଧାରଣ ସଭା ଏବଂ ମନୋରଞ୍ଜନ ଯେପରି ନାଟକ ଓ ସଙ୍ଗୀତ ନିମନ୍ତେ ବ୍ୟବହାର କରାଯାଉଥିଲା

ଯେଉଁମାନେ ମାକିଦନିଆରୁ ଆସିଥିଲେ

ମାକିଦନିଆରୁ ଗାୟ ଓ ଆରିସ୍ତାର୍ଖ ଆସିଥିଲେ କିନ୍ତୁ ଏହି ସମୟରେ ପାଉଲଙ୍କ ସହିତ ଏଫିସୀରେ କାର୍ଯ୍ୟ କରୁଥିଲେ|