Door43-Catalog_or_tn/ACT/19/26.md

1.5 KiB

ରୌପ୍ୟକାର ଦୀମୀତ୍ରିୟ, ଶିଳ୍ପକାରୀମାନଙ୍କୁ କହିଆସୁଅଛନ୍ତି|

ଏହା ଆପଣମାନେ ଦେଖିଆସୁଅଛନ୍ତି ଓ ଶୁଣିଆସୁଅଛନ୍ତି

“ଏହା ଆପଣମାନେ ଜାଣିଆସୁଅଛନ୍ତି ଓ ବୁଝୁଅଛନ୍ତି”

ବହୁତ ଲୋକଙ୍କୁ ମତାଇ ଭୁଲାଇଅଛି

“ସ୍ଥାନୀୟ ଦେବତାମାନଙ୍କୁ ପୂଜା କରିବା ବନ୍ଦ କରିବାକୁ ଓ ଖ୍ରୀଷ୍ଟଙ୍କ ପ୍ରତି ଫେରିବାକୁ ବହୁତ ଲୋକଙ୍କୁ ମତାଇ ଭୁଲାଇଅଛିt”

ତାହାଙ୍କ ମହିମାର ଗ୍ଲାନି ସୁଦ୍ଧା ଘଟିବାର ଆଶଙ୍କା ଅଛି

ଆର୍ତ୍ତେମୀର ମହିମା ଲୋକମାନେ କଅଣ ଭାବୁଅଛନ୍ତି ତାହାଠାରୁ ଆସେ|

ଯେଉଁ ମହାଦେବୀ ଆର୍ତ୍ତେମୀଙ୍କୁ ସମସ୍ତ ଆସିଆ ଓ ଜଗତଯାକ ପୂଜା କରନ୍ତି|

ଏହା ଏକ ଅତ୍ୟୁକ୍ତି ଅଟେ ଯାହା ମହାଦେବୀ ଆର୍ତ୍ତେମୀର ଲୋକପ୍ରିୟତାକୁ ପ୍ରକାଶ କରେ ଓ ଏହା ସତ୍ୟ ଯେ ଅନେକ ଲୋକ ତାହାଙ୍କୁ ପୂଜା କରନ୍ତି| (ଦେଖନ୍ତୁ: ଅତ୍ୟୁକ୍ତି)