Door43-Catalog_or_tn/ACT/19/21.md

1.4 KiB
Raw Permalink Blame History

ପାଉଲ ଆପଣା ସେବାକାର୍ଯ୍ୟ ସମାପ୍ତ କଲା ଉତ୍ତାରେ

ପାଉଲ ଏଫିସୀରେ ଯେଉଁ କାର୍ଯ୍ୟ କରିବେ ବୋଲି ଈଶ୍ୱର ଯୋଜନା କରିଥିଲେ ସେହି କାର୍ଯ୍ୟ ସମାପ୍ତ କଲା ଉତ୍ତାରେ|

ମାକିଦନିଆ ଓ ଆଖାୟା

ଏହି ପ୍ରଦେଶଗୁଡ଼ିକ ଆଧୁନିକ ଦିନର ଗ୍ରୀସ୍ ଅଟେ|

ଆତ୍ମାରେ ସ୍ଥିର କଲେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା୧) ପାଉଲ (ପବିତ୍ର) ଆତ୍ମାଙ୍କ ସାହାଯ୍ୟରେ ସ୍ଥିର କଲେ“ କିମ୍ବା ) ଆତ୍ମା ପାଉଲଙ୍କୁ ସାହାଯ୍ୟ କଲେ ସ୍ଥିର କରିବା ନିମନ୍ତେ|

ମୋତେ ରୋମକୁ ମଧ୍ୟ ଯିବାକୁ ହେବ

“ମୋତେ ରୋମକୁ ମଧ୍ୟ ଯାତ୍ରା କରିବାକୁ ହେବ”

କିନ୍ତୁ ସେ ଆପେ କିଛି କାଳ ପର୍ଯ୍ୟନ୍ତ ଆସିଆରେ ରହିଲେ|

ଏହା ପରବର୍ତ୍ତୀ କେତେକ ପଦରେ ସ୍ପଷ୍ଟ କରାଯାଇଛି ଯେ ପାଉଲ ଏଫିସୀରେ ରହୁଥିଲେ|