Door43-Catalog_or_tn/ACT/19/18.md

1.0 KiB

ଆପଣା ଆପଣ ପୁସ୍ତକ ଆଣି

ପୁସ୍ତକଗୁଡ଼ିକ ଯେଉଁଠାରେ ଜାଦୁବିଦ୍ୟାର ମନ୍ତ୍ରୋଚ୍ଚାରଣ ଓ ପଦ୍ଧତି ଲେଖାଯାଇଥିଲା|

ସମସ୍ତଙ୍କ ସାକ୍ଷାତରେ

“ସମସ୍ତଙ୍କ ସମ୍ମୁଖରେ”

ରୌପ୍ୟ ଖଣ୍ଡ

ରୌପ୍ୟର ଏକ ଅଂଶ ଯାହାର ମୂଲ୍ୟ ପ୍ରାୟ ସାଧାରଣ ଶ୍ରମିକର ଦିନିକର ମଜୁରୀ|

ଏହିପ୍ରକାର ପ୍ରଭୁଙ୍କର ବାକ୍ୟ ପରାକ୍ରମରେ ବୃଦ୍ଧି ପାଇବାକୁ ଓ ଜୟଯୁକ୍ତ ହେବାକୁ ଲାଗିଲା

“ପ୍ରଭୁଙ୍କ ବିଷୟକ ସମ୍ବାଦ ଏହିପ୍ରକାରେ ଆକର୍ଷକ ଥିଲା ଯେ ଏହା ଅଧିକ ପ୍ରସାରିତ ହେବାକୁ ଓ ପ୍ରଭାବ ପକାଇବାକୁ ଲାଗିଲା|”