Door43-Catalog_or_tn/ACT/19/15.md

1.6 KiB

ଆମ୍ଭେ ଯୀଶୁଙ୍କୁ ଜାଣୁ, ଆମ୍ଭେ ପାଉଲଙ୍କୁ ଜାଣୁ

“ଆମ୍ଭେ ଯୀଶୁ ଓ ପାଉଲଙ୍କୁ ଜାଣୁ;” କିମ୍ବା “ଆମ୍ଭେ ଯୀଶୁଙ୍କ ବିଷୟରେ ଓ ପାଉଲଙ୍କ ବିଷୟରେ ଜାଣୁ”

ତୁମ୍ଭେମାନେ କିଏ

ଏହା ଏକ ପ୍ରଭାବିତ ପ୍ରଶ୍ନ ଅଟେ ଯାହା ଦୁଷ୍ଟ ଆତ୍ମା ଉପରେ ସେମାନଙ୍କ ଅଧିକାର ବିଷୟରେ ସଂଦେହାସ୍ପଦ ବ୍ୟକ୍ତ କରେ| ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭମାନଙ୍କର କଅଣ ଅଧିକାର ଅଛି?” କିମ୍ବା “ତୁମ୍ଭମାନଙ୍କର କିଛି ଅଧିକାର ନାହିଁ|” (ଦେଖନ୍ତୁ: ପ୍ରଭାବିତ ପ୍ରଶ୍ନ)

ଯାଦୁଗରମାନେ

ଅନୁବାଦ “ଯାଦୁଗରମାନେ” ପୂର୍ବବର୍ତ୍ତି ପଦ(ପ୍ରେରିତ ୧୯:୧୫) ସହ ସମାନ|

ସେମାନେ ପଲାଇଗଲେ...ଉଲଙ୍ଗ ହେଲେ

ଦୁଷ୍ଟ ଆତ୍ମାମାନେ ସେମାନଙ୍କର କିଛି ବା ସମସ୍ତ ବସ୍ତ୍ର ଚିରି ପଲାଇଗଲେ|

ସେମାନେ ସମସ୍ତେ ଅତି ଭୀତ ହେଲେ

“ଏଫିସୀସ୍ଥ ଯିହୁଦୀମାନେ ଓ ଗ୍ରୀକ୍‌ମାନେ ଅତି ଭୀତ ହେଲେ”