Door43-Catalog_or_tn/ACT/19/13.md

974 B

ଯିହୁଦୀୟ ଭୁତୁଡିଆମାନେ

ଯେଉଁ ଲୋକମାନେ ସ୍ଥାନ ଓ ଲୋକମାନଙ୍କ ଠାରୁ ଦୁଷ୍ଟ ଆତ୍ମାକୁ ବାହାର କରନ୍ତି|

ଯୀଶୁଙ୍କର ନାମ ଉଚ୍ଚାରଣ କରିବାକୁ ପ୍ରବୃତ୍ତ ହେଲେ

ଯଦ୍ୟପି ସେମାନେ ଯୀଶୁଙ୍କୁ ବିଶ୍ୱାସ କରୁ ନ ଥିଲେ, ସେମାନେ ସେମାନଙ୍କ ଜାଦୁବିଦ୍ୟାର ଏକ ଶବ୍ଦ ରୂପେ ତାହାଙ୍କ ନାମ ବ୍ୟବହାର କରିବାକୁ ଚେଷ୍ଟା କରୁଥିଲେ|

ଦୁଷ୍ଟ ଆତ୍ମା ଲାଗିଥିବା ଲୋକମାନେ

“ଦୁଷ୍ଟ ଆତ୍ମାର ପ୍ରଭାବ ତଳେ ଥିବା ଲୋକମାନେ”

ପ୍ରବୃତ୍ତ ହୋଇ କହିଲେ

“ଏହା କହିଲେ”