Door43-Catalog_or_tn/ACT/19/11.md

590 B

ପାଉଲଙ୍କ ହସ୍ତ ଦ୍ୱାରା

“ପାଉଲଙ୍କ ଦେଇ”

ଯେତେବେଳେ ପାଉଲଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ନେଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ଯେତେବେଳେ ରୁମାଲ କିମ୍ବା ଗାମୁଛା ପାଉଲଙ୍କ ଦ୍ବାରା ସ୍ପର୍ଶ କରାଯାଉଥିଲା ତାହା ନେଇ କ୍ଲେଶ ସ୍ଥାନରେ ପ୍ରୟୋଗ କରୁଥିଲେ”