Door43-Catalog_or_tn/ACT/19/08.md

2.2 KiB
Raw Permalink Blame History

ପାଉଲ ସମାଜଗୃହରେ ପ୍ରବେଶ କରି ତିନି ମାସ ପର୍ଯ୍ୟନ୍ତ ସାହସ ସହିତ କଥା କହିଲେ

ଏହା ଏହିପରି ମଧ୍ୟ ଅନୁବାଦ କରାଯାଇପାରେ “ପାଉଲ ତିନି ମାସ ପର୍ଯ୍ୟନ୍ତ ନିୟମିତ ସମାଜଗୃହରେ ଯୋଗ ଦେଉଥିଲେ ଓ ସେଠାରେ ସାହସ ସହିତ କଥା କହୁଥିଲେ|”

ଲୋକମାନଙ୍କୁ ପ୍ରବର୍ତ୍ତାଇଲେ

“କୁହାଯାଇଥିବା ସତ୍ୟ ବିଷୟରେ ଲୋକମାନଙ୍କୁ ମନାଇବାକୁ ଚେଷ୍ଟା କଲେ”

କେତେକ ଯିହୁଦୀମାନେ କଠିନ ହେଲେ

“କେତେକ ଯିହୁଦୀମାନେ ଅବାଧ୍ୟ ହୋଇ ସମ୍ବାଦକୁ ଗ୍ରହଣ କରିବା ନିମନ୍ତେ ଅଗ୍ରାହ୍ୟ କଲେ”

ନିନ୍ଦା କରିବାକୁ ଲାଗିଲେ

“ମନ୍ଦ ବିଷୟ କହିବାକୁ ଲାଗିଲେ”

ଖ୍ରୀଷ୍ଟଙ୍କ ମାର୍ଗ

“ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ପରିତ୍ରାଣ”

ବିଶ୍ୱାସୀମାନଙ୍କୁ ଟାଣିଲେ

“ବିଶ୍ୱାସୀମାନଙ୍କର ନେତୃତ୍ୱ ନେଲେ” କିମ୍ବା “ଶାରୀରିକଭାବରେ ପୃଥକ୍ କଲେ”

ଆସିଆନିବାସୀ ସମସ୍ତେ ଶ୍ରବଣ କଲେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ପାଉଲ ସମସ୍ତ ଆସିଆ ମଧ୍ୟରେ ଅନେକ ଲୋକମାନଙ୍କ ନିକଟରେ ସୁସମାଚାର ପ୍ରଚାର କଲେ” କିମ୍ବା ) “ପାଉଲଙ୍କ ସମ୍ବାଦ ଏଫିସୀ ଠାରୁ ସମଗ୍ର ଆସିଆକୁ ଚାଲିଗଲା, ସମଗ୍ର ଆସିଆ ଏଫିସୀକୁ ପରିଦର୍ଶନ କରିବାକୁ ଆସିଥିବା ଲୋକମାନଙ୍କ ଠାରୁ ସମସ୍ତ ଆସିଆ ଠାରୁ ବ୍ୟାପିଗଲା|”