Door43-Catalog_or_tn/ACT/19/05.md

1.4 KiB
Raw Permalink Blame History

ଯେତେବେଳେ ଲୋକମାନେ

ଯେତେବେଳେ ଏଫିସୀର ବିଶ୍ୱାସୀମାନେ ପାଉଲଙ୍କ ସହ କଥାବାର୍ତ୍ତା ହେଲେ|

ଆପଣା ହସ୍ତ ରଖିଲେ

“ଆପଣା ହସ୍ତ ସେମାନଙ୍କ ମସ୍ତକ ଉପରେ ଥୋଇ ସେ ପ୍ରାର୍ଥନା କରୁଥିବା ସମୟରେ” (ୟୁଡିବୀ)

ସେମାନେ ନାନା ଭାଷାରେ କଥା କହିବାକୁ ଲାଗିଲେ ଓ ଭାବବାଣୀ କହିବାକୁ ଲାଗିଲେ

ସେମାନଙ୍କ ସମ୍ବାଦକୁ କିଏ ବୁଝିପାରିଥିବ ତାହାର ପରବର୍ତ୍ତୀ ବିବରଣୀ ନାହିଁ| ପ୍ରେରିତ :୩ ୪ ସଦୃଶ୍ୟ ନୁହେଁ|

ସେମାନେ ସମସ୍ତେ ପ୍ରାୟ ବାର ଜଣ ପୁରୁଷ ଥିଲେ|

“...ଯେଉଁମାନଙ୍କୁ ପାଉଲ ବାପ୍ତିସ୍ମ ଦେଲେ ଓ ଯେଉଁମାନେ ପବିତ୍ରଆତ୍ମା ପ୍ରାପ୍ତ ହୋଇଥିଲେ” (ୟୁଡିବୀ) ୟୁଏଲ୍‌ବିରେ ଏହି ସ୍ପଷ୍ଟ ସୂଚନାକୁ ବିଶେଷଭାବରେ ଉଲ୍ଲେଖ କରାଯାଇ ନାହିଁ| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)