Door43-Catalog_or_tn/ACT/19/03.md

1.3 KiB

ପାଉଲ ଏଫିସରେ ନୂତନ ବିଶ୍ୱାସୀମାନଙ୍କ ସହ ଆଲୋଚନା କରିଆସୁଅଛନ୍ତି|

ତେବେ ତୁମ୍ଭେମାନେ କାହିଁରେ ବାପ୍ତିଜିତ ହୋଇଥିଲ?

“କାହାର ବାପ୍ତିସ୍ମରେ ତୁମ୍ଭେମାନେ ବାପ୍ତିଜିତ ହୋଇଥିଲ?” କିମ୍ବା “କାହାର ନାମରେ ତୁମ୍ଭେମାନେ ବାପ୍ତିଜିତ ହୋଇଥିଲ?”

ସେମାନେ କହିଲେ

“ଶିଷ୍ୟମାନେ କହିଲେ”

ଯୋହନଙ୍କ ବାପ୍ତିସ୍ମରେ

“ଯୋହନଙ୍କ ବାପ୍ତିସ୍ମ ସହ|”

ମନପରିବର୍ତ୍ତନର ବାପ୍ତିସ୍ମ

“ବାପ୍ତିସ୍ମ ନେବା ନିମନ୍ତେ ଲୋକମାନେ ନିବେଦନ କରୁଥିଲେ ଯେତେବେଳେ ସେମାନେ ଆପଣା ପାପଠାରୁ ଫେରିବାକୁ ଇଛା କରୁଥିଲେ”|

ତାହାଙ୍କ ପରେ ଯେ ଆସିବେ

“ବାପ୍ତିଜକ ଯୋହନଙ୍କ ସମୟ ପରେ ଯେ ଆସିବେ” ଆଉ ଶାରୀରିକଭାବରେ ତାହାଙ୍କ ଅନୁସରଣ କରିବେ ନାହିଁ|