Door43-Catalog_or_tn/ACT/19/01.md

920 B

ଏହା ଏପରି ହେଲା

“ଏହା ଏପରି ଘଟିଲା”

ତାହା ଦେଇ ଗଲେ

“ତାହା ଦେଇ ଯାତ୍ରା କଲେ”

ପୂର୍ବ ଦେଶ

ଏହା ଆସିଆର ଏକ ଅଞ୍ଚଳ (ଆଧୁନିକ ତୁର୍କୀ) ଯାହା ଆଲେକ୍‌ଜାଣ୍ଡ୍ରିଆ ତ୍ରୋୟା ଓ ଏଫିସୀର ଉତ୍ତରରେ ଥିଲା ଓ ପୂର୍ବ ଦିଗର ଆଭ୍ୟନ୍ତରୀଣ|

ପବିତ୍ରଆତ୍ମାଙ୍କୁ ଗ୍ରହଣ କଲେ

ପବିତ୍ରଆତ୍ମାଙ୍କୁ ପାଇଥିଲ|

ପବିତ୍ରଆତ୍ମାଙ୍କ ବିଷୟରେ ସୁଦ୍ଧା ଆମ୍ଭେମାନେ ଶୁଣି ନ ଥିଲୁ

“ଆମ୍ଭେମାନେ ପବିତ୍ରଆତ୍ମାଙ୍କ ବିଷୟରେ ଶୁଣି ନ ଥିଲୁ|”