Door43-Catalog_or_tn/ACT/18/22.md

1.5 KiB

କାଇସରିଆରେ ପହଞ୍ଚିଲେ

“କାଇସରିଆରେ ଓହ୍ଲାଇଲେ”

ସେ ଚାଲିଗଲେ

“ପାଉଲ ଯିରୁଶାଲମର ନଗରକୁ ଯାତ୍ରା କଲେ|”

ଯିରୁଶାଲମ ମଣ୍ଡଳୀକୁ ନମସ୍କାର କଲେ

“ଯିରୁଶାଲମ ମଣ୍ଡଳୀର ସଦସ୍ୟମାନଙ୍କୁ ନମସ୍କାର କଲେ”

ପରେ ତଳକୁ ଗଲେ

“ପରେ ଯିରୁଶାଲମରୁ ତଳକୁ ଗଲେ”| ଯେହେତୁ ଯିରୁଶାଲମ ପାହାଡ଼ ଉପରେ ଅଛି, ଉପର ଓ ତଳ ନିର୍ଦ୍ଦେଶଗୁଡ଼ିକ ଯିରୁଶାଲମର ଭୌଗଳିକ ସ୍ଥିତି ନୁହେଁ କିନ୍ତୁ ଆତ୍ମିକ ଗୁରୁତ୍ୱକୁ ଦର୍ଶାଏ|

ପାଉଲ ପ୍ରସ୍ଥାନ କଲେ

“ପାଉଲ ଚାଲିଗଲେ” କିମ୍ବା “ପାଉଲ ଚାଡିଲେ”

ଗାଲାତୀୟ ଅଞ୍ଚଳ ଓ ପ୍ରୁଗିଆ

ଆସିଆର ରାଜ୍ୟ ଯାହା ବର୍ତ୍ତମାନ ଆଧୁନିକ ଦିନର ତୁର୍କୀ ଅଟେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଶିଷ୍ୟସମସ୍ତଙ୍କୁ ଉତ୍ସାହ ଦେଉଥିଲେ

“ଶିଷ୍ୟସମସ୍ତଙ୍କୁ ସୁସ୍ଥିର କରୁଥିଲେ”