Door43-Catalog_or_tn/ACT/18/12.md

1.3 KiB

ଗାଲ୍ଲୀୟୋନ୍ ଆଖାୟାର ଶାସନକର୍ତ୍ତା ଥିଲେ

ଆଖାୟା ରୋମୀ ସାମ୍ରାଜ୍ୟରେ ଥିଲା ଯାହାର ଏକ ଅଂଶ କରିନ୍ଥୀୟ ଥିଲା, ବର୍ତ୍ତମାନ ତାହା ଆଧୁନିକ ଦକ୍ଷିଣ ଗ୍ରୀସ୍ ଅଟେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ତାହାଙ୍କୁ ବିଚାରାସନ ଛାମୁକୁ ଘେନି ଆସିଲେ

ଯିହୁଦୀମାନେ ପାଉଲଙ୍କୁ ବଳପୂର୍ବକ ନେଇ ବିଚାରାଳୟ ଛାମୁକୁ ଘେନି ଆସିଲେ| ବିକଳ୍ପ ଅନୁବାଦ: “ଶାସନକର୍ତ୍ତାଙ୍କ ଦ୍ୱାରା ବିଚାରିତ ହେବା ନିମନ୍ତେ ତାହାଙ୍କୁ ନେଇଗଲେ”

ବ୍ୟବସ୍ଥାର ବିପରୀତ

ଯିହୁଦୀମାନେ ଉଦ୍ଦେଶ୍ୟମୂଳକ ଭାବରେ ଯିହୁଦୀୟ ବ୍ୟବସ୍ଥା ଓ ସଂସ୍କୃତିକୁ ପାଉଲଙ୍କ ବେଆଇନ୍ କାର୍ଯ୍ୟ ଯାହା ରୋମୀ ବ୍ୟବସ୍ଥା ବିରୁଦ୍ଧରେ ଅପରାଧ ବୋଲି ଜଣାଉ ଥିଲେ|