Door43-Catalog_or_tn/ACT/18/09.md

827 B

ନୀରବ ରୁହ ନାହିଁ

“ସୁସମାଚାର ବିଷୟରେ କହିବା ବନ୍ଦ କର ନାହିଁ|”

କାରଣ ଆମ୍ଭେ

“ଆମ୍ଭେ” ପ୍ରଭୁଙ୍କୁ ଦର୍ଶାଏ ଯିଏ ପାଉଲଙ୍କ ସହ କଥା କହୁଅଛନ୍ତି|

ତୁମ୍ଭ ସାଙ୍ଗରେ ଅଛୁ

“ତୁମ୍ଭ” ପାଉଲଙ୍କୁ ଦର୍ଶାଏ ଯାହାଙ୍କୁ ପ୍ରଭୁ ଦର୍ଶନ ଦ୍ୱାରା କଥା କହୁଅଛନ୍ତି|

ଆମ୍ଭର ଅନେକ ଲୋକ ଏହି ନଗରରେ ଅଛନ୍ତି

“ଏହି ନଗରରେ ଅନେକ ଲୋକ ଅଛନ୍ତି ଯେଉଁମାନେ ମୋ' ଠାରେ ଆପଣା ବିଶ୍ୱାସ ରଖନ୍ତି|”