Door43-Catalog_or_tn/ACT/18/07.md

1.5 KiB

ସେଥିରେ ସେ ସେସ୍ଥାନରୁ ପ୍ରସ୍ଥାନ କଲେ

“ସେଥିରେ ପାଉଲ ସେସ୍ଥାନରୁ ପ୍ରସ୍ଥାନ କରି”

ତିତସ ଯୁସ୍ତ

ଏକ ଯିହୁଦୀ ବିଶ୍ୱାସୀ| (ଦେଖନ୍ତୁ: କିପରି ନାମଗୁଡ଼ିକ ଅନୁବାଦ କରାଯାଇଛି)

ସମାଜଗୃହର ଅଧ୍ୟକ୍ଷ

“ମଣ୍ଡଳୀର ଏକ ଅନୁଗତ ବ୍ୟକ୍ତି ଯିଏ ସମାଜଗୃହକୁ ଦାନ ଦେଉଥିଲେ ଓ ପରିଚାଳନା କରୁଥିଲେ, ସେଥିନିମନ୍ତେ ଶିକ୍ଷକ ହେବା ଆବଶ୍ୟକ ନୁହେଁ”

ଅଧ୍ୟକ୍ଷ କ୍ରୀଷ୍ପ...

ଅନ୍ୟ ଜଣେ ଯିହୁଦୀ ବିଶ୍ୱାସୀ| (ଦେଖନ୍ତୁ: କିପରି ନାମଗୁଡ଼ିକ ଅନୁବାଦ କରାଯାଇଛି)

ଆପଣା ସପରିବାର

“ଯେଉଁ ଲୋକମାନେ ତାହାଙ୍କ ସହିତ ବାସ କରୁଥିଲେ, ତାହାଙ୍କ ଭାଇବନ୍ଧୁ ମିଶି ରହିଥିବା ପରିବାର ମଧ୍ୟ ଅନ୍ତର୍ଭୁକ୍ତ ଅଟେ”

କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକେ

କରିନ୍ଥୀୟମାନଙ୍କ ମଧ୍ୟରୁ ଅନେକେ ଯେଉଁମାନେ ଯିହୁଦୀ ନ ଥିଲେ|