Door43-Catalog_or_tn/ACT/18/04.md

2.1 KiB

ପୁଣି, ପାଉଲ ଉପଦେଶ ଦେଉଥିଲେ

“ଉପଦେଶ”ସ୍ପଷ୍ଟ କରେ ଯେ ପାଉଲ ଦୁଇ ଆଡୁ କଥାବାର୍ତ୍ତା ହେଉଥିଲେ| ବିକଳ୍ପ ଅନୁବାଦ ହେଲା: “ତେଣୁ ପାଉଲ ବାଦାନୁବାଦ କରୁଥିଲେ” କିମ୍ବା “ତେଣୁ ପାଉଲ ଅଲୋଚନା କରୁଥିଲେ|”

ସେ ପ୍ରବର୍ତ୍ତାଇଲେ

ଏହା ଏହିପରି ଅନୁବାଦ କରାଯାଇପାରେ “ସେ ପ୍ରବର୍ତ୍ତାଇବାକୁ ଚେଷ୍ଟା କରୁଥିଲେ|”

ଆତ୍ମାଙ୍କ ଦ୍ୱାରା ବାଧ୍ୟ ହୋଇ

ଏହି ବାକ୍ୟାଂଶ ପ୍ରତ୍ୟକ୍ଷ ପ୍ରକାରେ ବ୍ୟକ୍ତ କରାଯାଇପାରେ| “ଆତ୍ମ ତାହାଙ୍କୁ ବାଧ୍ୟ କଲେ” (ଦେଖନ୍ତୁ: ପ୍ରତ୍ୟକ୍ଷ ବା ପରୋକ୍ଷ)

ଆପଣା ବସ୍ତ୍ର ଝାଡି

ଇଙ୍ଗିତ କରିବାକୁ ଏହା ଏକ ପ୍ରତିକାତ୍ମକ କାର୍ଯ୍ୟ ଅଟେ ଯାହା ପାଉଲ ଅବିଶ୍ୱାସୀ ଯିହୁଦୀମାନଙ୍କ ସହିତ ଆପଣା ସମ୍ପର୍କ ବିଛିନ୍ନ କରି ଈଶ୍ୱରଙ୍କ ବିଚାର ନିମନ୍ତେ ସେମାନଙ୍କୁ ଛାଡ଼ିଦେଲେ|

“ଆପଣମାନଙ୍କ ରକ୍ତ ଆପଣମାନଙ୍କ ମସ୍ତକ ଉପରେ ବର୍ତ୍ତୁ;

ଏହା ଏକ ଉଦାହରଣ ଅଟେ| ଏହାର ଅର୍ଥ ଯେ କେବଳ ଯିହୁଦୀମାନେ ବିଚାରର ସମ୍ମୁଖିନ ହେବା ନିମନ୍ତେ ଦାୟୀ ହେବେ ଯଦି ସେମାନେ ସେମାନଙ୍କ ଅବାଧ୍ୟ ନିମନ୍ତେ ମନପରିବର୍ତ୍ତନ କରିବାକୁ ଅଗ୍ରାହ୍ୟ କରିବେ| (ଦେଖନ୍ତୁ: ଉଦାହରଣ)