Door43-Catalog_or_tn/ACT/18/01.md

1.3 KiB
Raw Permalink Blame History

ଏହିସମସ୍ତ ଘଟଣା ପରେ “ଆଥୀନୀରେ ଘଟିଥିବା ଏହିସମସ୍ତ ଘଟଣା ପରେ”

ସେଠାରେ ସେ ଜଣଙ୍କ ଦେଖା ପାଇଲେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ସେଠାରେ ପାଉଲ ଅକସ୍ମାତ୍ ଜଣଙ୍କ ଦେଖା ପାଇଲେ” କିମ୍ବା ) “ସେଠାରେ ପାଉଲ ଉଦ୍ଦେଶ୍ୟର ସହ ଖୋଜିବାରୁ ପାଇଲେ|”

ପନ୍ତ ତାହାଙ୍କ ଜନ୍ମସ୍ଥାନ

କୃଷ୍ଣ ସାଗରର ଦକ୍ଷିଣ ଉପକୁଳବର୍ତ୍ତୀର ଏକ ରାଜ୍ୟ ଅଟେ|

ଅଳ୍ପ ଦିନ ହେଲା ଆସିଥିଲେh

ଏହା ସାଧାରଣତଃ ଗତ ବର୍ଷର କିଛି ସମୟରେ|

କ୍ଲାଉଦିଅ ଆଜ୍ଞା ଦେଇଥିଲେ

ବର୍ତ୍ତମାନ ରୋମୀ ସମ୍ରାଟ୍| (ଦେଖନ୍ତୁ: କିପରି ନାମଗୁଡ଼ିକ ଅନୁବାଦ ହୋଇଛି)

ସମସ୍ତ ଯିହୁଦୀମାନଙ୍କୁ ଆଜ୍ଞା ଦେଇଥିଲେ

“ଆଦେଶ ଦେଇଥିଲେ” କିମ୍ବା “ନିର୍ଦ୍ଦେଶ ଦେଇଥିଲେ”