Door43-Catalog_or_tn/ACT/17/32.md

1.6 KiB

ଆଥୀନୀର ଲୋକମାନେ

ଯେଉଁ ଲୋକମାନେ ଆରୟପାଗରେ ଉପସ୍ଥିତ ଥାଇ ପାଉଲଙ୍କ କଥା ଶୁଣୁଥିଲେ|

କେତେକ ପାଉଲଙ୍କୁ ପରିହାସ କଲେ

“କେତେକ ପାଉଲଙ୍କୁ ଥଟ୍ଟା କଲେ” କିମ୍ବା “କେତେକ ପାଉଲଙ୍କ ଠାରେ ହସିଲେ” ଜଣେ ମୃତ୍ୟୁଭୋଗ କରିବ ତାହାପରେ ଜୀବନକୁ ଫେରି ଆସିବ ଏହା ବିଶ୍ୱାସଯୋଗ୍ୟ ନୁହେଁ|

ଆମ୍ଭେମାନେ ଶୁଣିବା

“ଆମ୍ଭେମାନେ” ଆଥୀନୀରଲୋକମାନଙ୍କୁ ଦର୍ଶାଏ ଯେଉଁମାନେ ପାଉଲଙ୍କ ଠାରୁ ଶୁଣିବାକୁ ଇଛା କରୁଥିଲେ| ସେମାନେ ସିଧାସଳଖ ପାଉଲଙ୍କ ସହ କଥାବାର୍ତ୍ତା ହେଲେ କିନ୍ତୁ ସେମାନଙ୍କ ଦଳରେ ପାଉଲ ଅନ୍ତର୍ଭୁକ୍ତ ନୁହଁନ୍ତି| (ଦେଖନ୍ତୁ: ବହିର୍ଭୁକ୍ତ)

ଆରୟପାଗୀୟ ଦିୟନୁସିୟ, ଦାମାରି ନାମ୍ନୀ ଜଣେ ମହିଳା,

ଦିୟନୁସିୟ ଏକ ପୁରୁଷଙ୍କ ନାମ| ଆରୟପାଗୀୟ ସ୍ପଷ୍ଟ କରେ ଯେ ଦିୟନୁସିୟ ଆରୟପାଗରେ ଏକ ବିଚାରକର୍ତ୍ତା ଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)