Door43-Catalog_or_tn/ACT/17/30.md

842 B
Raw Permalink Blame History

ପାଉଲ କହିଆସୁଅଛନ୍ତି|

ଉପେକ୍ଷା

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ସରଳଭାବରେ କିଛି ବିଷୟରେ ନ ଜାଣିବା” କିମ୍ବା ) “ସମ୍ପୂର୍ଣ୍ଣ ଅଗ୍ରାହ୍ୟ କରିବା|”

ସେ ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା

“ଈଶ୍ୱର ଆପଣା ନିରୂପିତ ବ୍ୟକ୍ତିଙ୍କ ଦ୍ୱାରା”

ଈଶ୍ୱର ଏହି ବ୍ୟକ୍ତିଙ୍କ ବିଷୟରେ ପ୍ରମାଣ ଦେଇଅଛନ୍ତି

“ଈଶ୍ୱର ଏହି ବ୍ୟକ୍ତିଙ୍କ ଠାରେ ଆପଣା ମନୋନୟନକୁ ପ୍ରଦର୍ଶନ କରିଅଛନ୍ତି”