Door43-Catalog_or_tn/ACT/17/28.md

996 B

ପାଉଲ କହିଆସୁଅଛନ୍ତି|

କାରଣ ତାହାଙ୍କଠାରେ

“କାରଣ ଈଶ୍ୱରଙ୍କ ଠାରେ”

ଆମ୍ଭମାନଙ୍କର ଅସ୍ତି ଓ ଗତି

ପାଉଲ ଆପଣା ଶ୍ରୋତାଗଣଙ୍କୁ ଆପଣା ସହିତ ଅନ୍ତର୍ଭୁକ୍ତ କରୁଅଛନ୍ତି| (ଦେଖନ୍ତୁ: ଅନ୍ତର୍ଭୁକ୍ତ)

ତାହାଙ୍କ ବଂଶ ହେବାରୁ

ବଂଶଧର ଯେଉଁମାନେ ନିଜ ସନ୍ତାନ ହେବା ଆବଶ୍ୟକ ନୁହେଁ| ବଂଶ ହେଲା ସେମାନେ ଆପଣା ପିତୃପୁରୁଷଙ୍କ ସହ କେତେକ ସମାନ ଗୁଣ ଥାଏ| “ତାହାଙ୍କ” ଏହି ଉଲ୍ଲେଖରେ ଏହା ଏକ ଅସୂଚିତ ସର୍ବନାମ ଅଟେ|

ସ୍ୱରୂପକୁ

ଈଶ୍ୱରଙ୍କ ଚରିତ୍ର ବା ଗୁଣକୁ