Door43-Catalog_or_tn/ACT/17/26.md

1.7 KiB
Raw Permalink Blame History

ପାଉଲ କହିଆସୁଅଛନ୍ତି|

ଏକ ବ୍ୟକ୍ତି

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଏକ ବ୍ୟକ୍ତି ଆଦମଙ୍କୁ ଦର୍ଶାଏ ଯାହାଙ୍କୁ ଈଶ୍ୱର ସୃଷ୍ଟି କଲେ” କିମ୍ବା ) “ଏହା ଉଭୟେ ଆଦମ ଓ ହବାଙ୍କୁ ଅନ୍ତର୍ଭୁକ୍ତ କେ ଯାହାଙ୍କୁ ଈଶ୍ୱର ସୃଷ୍ଟି କଲେ|”

ସେ ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି

“ଈଶ୍ୱର, ସୃଷ୍ଟିକର୍ତ୍ତା, ସମସ୍ତ ମାନବଜାତି ସୃଷ୍ଟି କରିଅଛନ୍ତି”

ସେମାନଙ୍କ...ସେମାନେ

ଏହି ସର୍ବନାମଗୁଡ଼ିକ ପୃଥିବୀ ପୃଷ୍ଠରେ ବାସ କରୁଥିବା ସମସ୍ତ ମାନବଜାତିର ଲୋକମାନଙ୍କୁ ଦର୍ଶାଏ|

ଈଶ୍ୱରଙ୍କୁ ଅନ୍ୱେଷଣ କରି

“ଈଶ୍ୱରଙ୍କୁ ଖୋଜନ୍ତି”

ତାହାଙ୍କର ଉଦ୍ଦେଶ୍ୟ ପାଇ ପାରନ୍ତି

“ତାହାଙ୍କର ଦେଖା ପାଇ ପାରନ୍ତି”

ଆମ୍ଭମାନଙ୍କର କାହାରିଠାରୁ

ପାଉଲ ଆପଣାକୁ, ତାହାଙ୍କର ଶ୍ରୋତାଗଣଙ୍କୁ ଓ ସମସ୍ତ ମାନବଜାତିକୁ “ଆମ୍ଭମାନଙ୍କର” ଠାରେ ଅନ୍ତର୍ଭୁକ୍ତ କରନ୍ତି”| (ଦେଖନ୍ତୁ: ଅନ୍ତର୍ଭୁକ୍ତ)