Door43-Catalog_or_tn/ACT/17/22.md

933 B
Raw Permalink Blame History

ସମସ୍ତ ବିଷୟରେ ବଡ଼ ଦେବଭକ୍ତ

ପ୍ରାର୍ଥନା, ବେଦିଗୁଡ଼ିକ ନିର୍ମାଣ ଓ ବଳିଦାନ ଉତ୍ସର୍ଗ ଦ୍ୱାରା ଦେବତାମାନଙ୍କୁ ସର୍ବସାଧାରଣରେ ଆଥୀନୀୟମାନେ ଆଦର ଦେଉଥିଲେ ତାହା ପାଉଲ ଏଠାରେ ଦର୍ଶାଉଛନ୍ତି|

କାରଣ ମୁଁ ଭ୍ରମଣ କରିବା ସମୟରେ

“କାରଣ ମୁଁ ଯାଉ ଯାଉ”

ଅଜ୍ଞାତ ଦେବତାଙ୍କ ଉଦ୍ଦେଶ୍ୟରେ

ସମ୍ଭାବନା ଅର୍ଥଗୁଡ଼ିକ ହେଲା ୧) “ଏକ ଅଜ୍ଞାତ ଦେବତା” କିମ୍ବା ) “କୌଣସି ଦେବତାଙ୍କୁ ଯାହାଙ୍କ ବିଷୟରେ ଆମ୍ଭେମାନେ ଜାଣି ନାହୁଁ|“