Door43-Catalog_or_tn/ACT/17/19.md

2.3 KiB

ସେମାନେ ପାଉଲଙ୍କୁ ଘେନିଗଲେ

“ଏପିକୂରୀୟମାନେ ଓ ସ୍ତୋୟିକ କେତେକ ଦାର୍ଶନିକ ପାଉଲଙ୍କୁ ଘେନିଗଲେ”

ଆରୟପାଗକୁ

ଏଥେନସ୍‌ର ଏକ ପାହାଡ଼ ଯେଉଁଠାରେ ଏଥେନସ୍‌ର ସର୍ବୋଚ୍ଚ ନ୍ୟାୟାଳୟ ଏକତ୍ର ହୁଅନ୍ତି| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଆମ୍ଭେମାନେ ଜାଣିବାକୁ ଇଛା କରୁଅଛୁ, ଏହି ବିଷୟଗୁଡିକର ଅର୍ଥ କଅଣ

“ଆମ୍ଭେମାନେ” କେବଳ ଦାର୍ଶନିକମାନଙ୍କୁ ଦର୍ଶାଏ| ଏହା ଏହିପରି ଅନୁବାଦ କରାଯାଇପାରେ “ତୁମ୍ଭେ ଘୋଷଣା କରୁଥିବା ଏହି ବିଷୟସବୁ କଅଣ ତାହା ଆମ୍ଭେମାନେ ବିଚାର କରିବାକୁ ଇଛା କରୁଅଛୁ|” (ଦେଖନ୍ତୁ: ବହିର୍ଭୁକ୍ତ)

ଆଥୀନୀୟ ଲୋକସମସ୍ତେ

“ଆଥୀନୀୟ” ମାକିଦନିଆ (ବର୍ତ୍ତମାନ ଦେନର ଗ୍ରୀସ୍) ଉପକୂଳ ନିକଟବର୍ତ୍ତୀ ଏକ ନଗର ଏଥେନସ୍‌ର ଲୋକମାନେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ଆଉ ପ୍ରବାସୀ ଲୋକମାନେ

“ବିଦେଶୀୟମାନେ” କିମ୍ବା “ଆଥୀନୀୟ ସମାଜରେ ନୂତନ ବ୍ୟକ୍ତି”

ସେମାନଙ୍କ ସମୟ କ୍ଷେପଣ କରୁଥିଲେ

“ସେମାନଙ୍କ ସମୟ ବ୍ୟବହାର କରୁଥିଲେ” କିମ୍ବା “ସେମାନଙ୍କ ସମୟ ବିତାଉଥିଲେ”

କିଛି ନୂତନ ବିଷୟ କହୁଥିଲେ ଓ ଶୁଣୁଥିଲେ

“ନୂତନ ଦାର୍ଶନିକ କଳ୍ପନା ଆଲୋଚନା କରୁଥିଲେ” କିମ୍ବା “ଯାହା ସେମାନଙ୍କ ନିମନ୍ତେ ନୂତନ ବିଷୟ ତାହା କଥାବାର୍ତ୍ତା କରୁଥିଲେ” (ୟୁଡିବୀ)