Door43-Catalog_or_tn/ACT/17/18.md

2.9 KiB

ଏପିକୂରୀୟ...କେତେକ ଦାର୍ଶନିକ

ଯେଉଁ ଲୋକମାନେ ଏହା ବିଶ୍ୱାସ କରିଥିଲେ ଯେ ସମସ୍ତ ବିଷୟ ଆକସ୍ମିକ ଭାବେ ଗଠନ ହୋଇଛି| ସେମାନେ ଏହା ମଧ୍ୟ ବିଶ୍ୱାସ କରୁଥିଲେ ଯେ ଦେବତାମାନେ ବ୍ରହ୍ମାଣ୍ଡର ଶାସନ ସହ ହଇରାଣ ହୋଇ ଧନ୍ୟ ଓ ଆନନ୍ଦିତ ହେବା ନିମନ୍ତେ ଅତ୍ୟଧିକ ବ୍ୟସ୍ତ ରହୁଛନ୍ତି| ସେମାନେ ପୁନରୁତ୍‌ଥାନ ପ୍ରତ୍ୟାଖ୍ୟାନ କରୁଥିଲେ| (ଦେଖନ୍ତୁ: ଅନୁବାଦ ନାମଗୁଡ଼ିକ)

ସ୍ତୋୟିକ କେତେକ ଦାର୍ଶନିକ

ଯେଉଁ ଲୋକମାନେ ଏହା ବିଶ୍ୱାସ କରୁଥିଲେ ଯେ ସ୍ୱାଧିନ ଭାଗ୍ୟକୁ ସହ୍ୟ କରିବା ଠାରୁ ଆସେ| ସେମାନେ ବ୍ୟକ୍ତିଗତ ପ୍ରେମିକ ଈଶ୍ୱର ଓ ପୁନରୁତ୍‌ଥାନକୁ ଅଗ୍ରାହ୍ୟ କରୁଥିଲେ|

ତାଙ୍କ ସହିତ ବାଦାନୁବାଦ କଲେ

“ପାଉଲଙ୍କ ସହିତ ବାଦାନୁବାଦ କଲେ”

ଆଉ କେତେକ କହିଲେ

“ଆଉ କେତେକ ଦାର୍ଶନିକ କହିଲେ”

ଏହି ବାଚାଳଟା କଅଣ

“ବାଚାଳଟା” ପକ୍ଷୀଗୁଡ଼ିକ ଖାଦ୍ୟ ରୂପେ ବୀଜଗୁଡ଼ିକୁ ଉଠାଇବାକୁ ଦର୍ଶାଇବା ନିମନ୍ତେ ବ୍ୟବହାର କରାଯାଇଛି| ଏହା ପର କଥା ଚର୍ଚା କରିବା ବ୍ୟକ୍ତି ନିମନ୍ତେ ଏକ ନକାରାତ୍ମକ ଶବ୍ଦ ବ୍ୟବହାର କରାଗଲା| ଦାର୍ଶନିକମାନେ କହିଲେ ପାଉଲ ଜଣେ ଯାହାଙ୍କ ଅଳ୍ପ ଜ୍ଞାନ ଅଛି ଯାହା ଶୁଣିବା ନିମନ୍ତେ ଅଯୋଗ୍ୟ ଅଟେ|

ଅନ୍ୟମାନେ କହିଲେ

“ଅନ୍ୟ ଦାର୍ଶନିକମାନେ କହିଲେ”

ସେ ପ୍ରଚାରକ ହେଲା ପରି ଜଣାଯାଉଛି

“ସେ ଘୋଷଣା କରିବା ଲୋକ ପରି ଜଣାଯାଉଛି” କିମ୍ବା “ସେ ସମାଚାରକୁ ପ୍ରସାରଣ କରିବା ଉଦ୍ଦେଶ୍ୟରେ ଥିବା ଲୋକ ପରି ଜଣାଯାଉଛି”

ଅଜଣା ଦେବତାମାନେ

ଏହା “ଅଦ୍ଭୁତ” କୁ ସୂଚାଏ ନାହିଁ, କିନ୍ତୁ ଏହା “ବିଦେଶୀ” କୁ ସୂଚାଏ, ତାହା ଅଣ ଗ୍ରୀକ୍/ରୋମୀ ଦେବତାଗୁଡ଼ିକ ଅଟନ୍ତି|