Door43-Catalog_or_tn/ACT/17/16.md

1.1 KiB

ତାହାଙ୍କ ଆତ୍ମା ଉତ୍ତପ୍ତ ହୋଇ ଉଠିଲା

“ସେ ବିଚଳିତ ହେଲେ” କିମ୍ବା “ସେ ଉଦ୍‌ବିଗ୍ନ ହେଲେ” କିମ୍ବା “ସେ ଅତି ଦୁଃଖିତ ହେଲେ” (ୟୁଡିବୀ)

ତେଣୁ ସେ ଉପଦେଶ ଦେଲେ

“ତେଣୁ ସେ ବାଦାନୁବାଦ କଲେ” କିମ୍ବା “ତେଣୁ ସେ ଅଲୋଚନା କଲେ”| ଏହି କ୍ରିୟା ସ୍ପଷ୍ଟ କରେ ଯେ ପ୍ରଚାରରେ ଶୁଣିବା ଲୋକମାନଙ୍କ ସହିତ ଅଧିକ କଥୋପକଥନ ହେଉଥିଲା|

ବଜାରରେ

ଏହା ଏକ ବ୍ୟବସାୟ ନିମନ୍ତେ ସର୍ବସାଧାରଣ ସ୍ଥାନ, ଯେଉଁଠାରେ ଜିନିଷ, ପଶୁଗୁଡ଼ିକୁ କ୍ରୟବିକ୍ରୟ କରାଯାଏ, କିମ୍ବା ସେବା ସ୍ଥାନ ପାଏ; “ସର୍ବସାଧାରଣ ଛକସ୍ଥାନ ଠାରୁ” (ୟୁଡିବୀ)|