Door43-Catalog_or_tn/ACT/17/13.md

952 B

ଯେତେବେଳେ ଯିହୁଦୀମାନେ…ଜାଣିଲେ

“କହିଲେ”, “ସୂଚ଼ନା ଦେଲେ” କିମ୍ବା “ଶୁଣିଲେ” (ୟୁଡିବୀ)

ସେସ୍ଥାନକୁ ମଧ୍ୟ ଯାଇ ଉତ୍ତେଜିତ କଲେ

“ସେସ୍ଥାନକୁ ମଧ୍ୟ ଯାଇ ଆନ୍ଦୋଳନ କଲେ” କିମ୍ବା “ସେସ୍ଥାନକୁ ମଧ୍ୟ ଯାଇ ଉଦ୍‌ବିଗ୍ନ କଲେ”

ଆଉ ଲୋକସମୂହକୁ କଷ୍ଟ ଦେଲେ

“ଲୋକମାନଙ୍କ ମଧ୍ୟରେ ଭୟ ଓ ଶଙ୍କାର କାରଣ ହେଲା”

ଯେଉଁମାନେ ପାଉଲଙ୍କୁ ସାଙ୍ଗରେ ଘେନିଗଲେ

“ଯେଉଁମାନେ ପାଉଲଙ୍କ ସହିତ ଥିଲେ” କିମ୍ବା “ଯେଉଁମାନେ ପାଉଲଙ୍କ ସହିତ ଗଲେ”