Door43-Catalog_or_tn/ACT/17/10.md

1.2 KiB

ଉଚ୍ଚ ମନର ଥିଲେ

“ଅଧିକ ଖୋଲା ମନର ଥିଲେ” କିମ୍ବା “ଶୁଣିବା ନିମନ୍ତେ ଅଧିକ ଇଛା ପ୍ରକାଶ କରୁଥିଲେ“| “ଶୁଣିବା ନିମନ୍ତେ ଇଛା” ହେବା ସେମାନଙ୍କ ଗୁଣ ଯେଉଁମାନେ ଉଚ୍ଚ ପରିବାରରେ ଜନ୍ମ ଓ ଶିକ୍ଷିତ ଲୋକ ଥିଲେ ଯେଉଁଠାରେ ନୂତନ କଳ୍ପନା ଅଳ୍ପ ଭୟ ଥିଲା|

ବାକ୍ୟ ଗ୍ରହଣ କଲେ

“ଶିକ୍ଷାକୁ ଶୁଣିଲେ”

ପୂର୍ଣ୍ଣ ଆଗ୍ରହର ସହ

ଏହି ବେରୟାର ଲୋକମାନେ ଶାସ୍ତ୍ର ସହ ପାଉଲଙ୍କ ଶିକ୍ଷାକୁ ପରୀକ୍ଷା କରିବାକୁ ପ୍ରସ୍ତୁତ ଥିଲେ|

ପ୍ରତ୍ୟେକ ଦିନ ଶାସ୍ତ୍ର ଅନୁସନ୍ଧାନ କରୁଥିଲେ

“ପ୍ରତ୍ୟେକ ଦିନ ଶାସ୍ତ୍ରକୁ ଯତ୍ନପୂର୍ବକ ପାଠ କରୁଥିଲେ ଓ ସେହି ବାକ୍ୟାଂଶକୁ ସମୀକ୍ଷା କରୁଥିଲେ|”