Door43-Catalog_or_tn/ACT/17/08.md

1.3 KiB

ସେମାନେ ଉଦ୍‌ବିଗ୍ନ ହେଲେ

“ଉତ୍ପୀଡ଼ନ ହେଲେ” କିମ୍ବା “ମାନସିକ ଭାବରେ ଅଶାନ୍ତି ହେଲେ”

ଆର୍ଥିକ ନିରାପତ୍ତା ନେଲେ

“ଜାମିନ୍” କିମ୍ବା “ଅଗ୍ରିମ ଜମା” କିମ୍ବା “ଜରିମାନା (ୟୁଡିବୀ)”| ଏହି ଅର୍ଥ ଭଲ ବ୍ୟବହାର ନିମନ୍ତେ ପ୍ରତିଜ୍ଞା ଥିଲା, ଯାହା ଫେରାଇ ଦିଆ ଯାଏ ଯଦି ସମସ୍ତ ଭଲ ହେଲେ, କିମ୍ବା ମନ୍ଦ ବ୍ୟବହାର ଦ୍ୱାରା ନଷ୍ଟ ହୋଇଥିବା ବିଷୟକୁ ମରାମତି କରାବା ନିମନ୍ତେ ବ୍ୟବହାର କରାଯାଉଥିଲା|

ଆଉ ତାହାଙ୍କ ସଙ୍ଗୀମାନଙ୍କୁ

“ଯାସୋନଙ୍କ ବ୍ୟତିତ ଅନ୍ୟ ବିଶ୍ୱାସୀମାନଙ୍କୁ”

ସେମାନେ ସେମାନଙ୍କୁ ଛାଡ଼ିଦେଲେ

“ଅଧିକାରୀଗଣ ବନ୍ଦୀ କରାଯାଇଥିବା ଯାସୋନ ଓ ଅନ୍ୟ ବିଶ୍ୱାସୀମାନଙ୍କୁ ମୁକ୍ତ କରିଦେଲେ”