Door43-Catalog_or_tn/ACT/17/01.md

1.7 KiB

ଯେତେବେଳେ ସେମାନେ ତାହା ଦେଇ ଗଲେ

ଏହି ଶବ୍ଦ “ସେମାନେ” ପାଉଲ ଓ ଶୀଲାଙ୍କୁ ଦର୍ଶାଏ| ପାଉଲ ଓ ଶୀଲାଙ୍କ ସହିତ ତିମଥି ଓ ଲୁକ ନ ଥିଲେ|

ତାହା ଦେଇ ଗଲେ

“ତାହା ଦେଇ ଯାତ୍ରା କଲେ”

ଆଂଫିପଲି ଓ ଆପଲ୍ଲୋନିଆର ନଗରଗୁଡ଼ିକ

ଏଗୁଡ଼ିକ ମାକିଦନିଆର ଉପକୂଳବର୍ତ୍ତି ନଗରଗୁଡ଼ିକ ଅଟେ| (ଦେଖନ୍ତୁ: ନାମଗୁଡ଼ିକ କିପରି ଅନୁବାଦ କରାଯାଇଛି)

ଆପଣା ରୀତି ଅନୁସାରେ

“ଆପଣା ନିୟମିତ ଅଭ୍ୟାସ ଅନୁସାରେ” କିମ୍ବା “ଆପଣା ସାଧାରଣ ଅଭ୍ୟାସ ଅନୁସାରେ”| ସାଧାରଣତଃ ପାଉଲ ବିଶ୍ରାମବାରରେ ସମାଜଗୃହରେ ଗଲେ ଯେତେବେଳେ ଯିହୁଦୀମାନେ ଉପସ୍ଥିତ ହୁଅନ୍ତି|

ସେମାନଙ୍କ ନିକଟକୁ ଗଲେ

“ସେମାନଙ୍କ” ସମାଜଗୃହ ଓ ଯେଉଁ ଯିହୁଦୀମାନେ ସେଠାରେ ଏକତ୍ର ହୁଅନ୍ତି ଦର୍ଶାଏ||

ସେମାନଙ୍କୁ ଉପଦେଶ ଦେଲେ

“ସମାଜଗୃହର ଯିହୁଦୀମାନଙ୍କ ସହିତ ଯୁକ୍ତିତର୍କ କଲେ” କିମ୍ବା “ସମାଜଗୃହର ଯିହୁଦୀମାନଙ୍କ ସହିତ ଆଲୋଚନା କଲେ”