Door43-Catalog_or_tn/ACT/16/37.md

2.4 KiB

ସେମାନଙ୍କୁ କହିଲେ

“ପ୍ରହରୀମାନଙ୍କୁ କହିଲେ”

ସେମାନେ ପ୍ରକାଶରେ

“ବିଚାରକର୍ତ୍ତାମାନେ ପ୍ରକାଶରେ”

ଆମ୍ଭମାନଙ୍କୁ ପ୍ରହାର କଲେ, ଯେଉଁ ଲୋକମାନେ

ଏହି ଶବ୍ଦ “ଆମ୍ଭମାନଙ୍କୁ” କେବଳ ପାଉଲ ଓ ଶୀଲାଙ୍କୁ ଅନ୍ତର୍ଭୁକ୍ତ କରେ| (ଦେଖନ୍ତୁ: ବହିର୍ଭୁକ୍ତ)

ହେବ ନାହିଁ

“ନିଶ୍ଚିତଭାବରେ ନୁହେଁ!” ଏଠାରେ ପାଉଲ ବିଚାରକର୍ତ୍ତାମାନଙ୍କୁ ଓ ନଗରର ପ୍ରଧାନମାନଙ୍କୁ ପ୍ରତିକ୍ରିୟା କରୁଛନ୍ତି, କାରାରକ୍ଷକଙ୍କୁ ମଧ୍ୟ ସେ କହୁଅଛନ୍ତି| (ଦେଖନ୍ତୁ: ସ୍ପଷ୍ଟ ଓ ଅବ୍ୟକ୍ତ ସୂଚନା)

ରୋମୀୟ ଲୋକ

ସମଗ୍ର ସାମ୍ରାଜ୍ୟର ଲୋକମାନଙ୍କୁ ଦର୍ଶାଏ, ଯେଉଁମାନେ ଆଇନ୍ ଅନୁଯାଇ ନାଗରିକ ଅଟନ୍ତି| ସେମାନଙ୍କ ଅଧିକାର ମଧ୍ୟରେ ଯନ୍ତ୍ରଣାଠାରୁ ମୁକ୍ତି ଓ ବିଚାରପତିଙ୍କ ଦ୍ୱାରା ବିବାଦର ବିଚାର ହେବା ଥିଲା| ନଗରର ପ୍ରଧାନମାନେ ଭୟ କରୁଥିଲେ ଯେ, କଅଣ ଘଟିବ ଯଦି ସମ୍ରାଟ ଜାଣିବେ ଯେ ନଗରର ପ୍ରଧାନମାନେ ପାଉଲ ଓ ଶୀଲାଙ୍କୁ ଅପବ୍ୟବହାର କରୁଛନ୍ତି|

ସେମାନଙ୍କୁ ଆସିବାକୁ ଦିଅ

“ନଗରର ପ୍ରଧାନମାନେ ଆସନ୍ତୁ|”

ବିଚାରକର୍ତ୍ତାମାନେ ଆସି ସେମାନଙ୍କୁ ବିନତି କଲେ

ବିଚାରକର୍ତ୍ତାମାନେ ଆସି ପାଉଲ ଓ ଶୀଲାଙ୍କୁ ବିନତି କଲେ|

ପୁଣି ସେମାନେ ସେମାନଙ୍କୁ ବାହାର କରି ଆଣିଲେ

ପୁଣି ବିଚାରକର୍ତ୍ତାମାନେ ପାଉଲ ଓ ଶୀଲାଙ୍କୁ ବାହାର କରି ଆଣିଲେ|