Door43-Catalog_or_tn/ACT/16/35.md

763 B

ବର୍ତ୍ତମାନ ସକାଳ ହୁଅନ୍ତେ

“ପରବର୍ତ୍ତୀ ସକାଳେ” (ୟୁଡିବୀ)| ଏହା ଏକ ନୂତନ ଅଂଶର ଆରମ୍ଭ ଅଟେ|

ଏହା କହି ପଠାଇଲେ

“ଏକ ସମ୍ବାଦ ପଠାଇଲେ” କିମ୍ବା “ଏକ ଆଜ୍ଞା ପଠାଇଲେ|”

ସେହି ଲୋକମାନଙ୍କୁ ଛାଡ଼ିଦିଅ

“ସେହି ଲୋକମାନଙ୍କୁ ମୁକ୍ତ କରନ୍ତୁ” କିମ୍ବା “ସେହି ଲୋକମାନଙ୍କୁ ଛାଡ଼ିବାକୁ ଅନୁମତି ଦିଅନ୍ତୁ”

ବାହାରିଆସt

“କାରାଗାରରୁ ବାହାରି ଆସ”